by Priyabrata Mohanty ✓ · 11 Jul 2021
ସ୍ନେହ ଶ୍ରଦ୍ଧା ପ୍ରୀତି ନାହିଁ ଏଠି କିଛି କଳା ପଟି ବନ୍ଧା କାନୁନ ଆଖିର, ମାନବିକତାଟି ଶୂଳିରେ ଚଢ଼ିଛି ମଣିଷ କରୁଛି ମଣିଷ ସଂହାର
Loading comments…
Loading comments…