by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 14 Aug 2018
ପୋଡ଼ୁଥିଲା ହୃଦ ଶତ ବୃଶ୍ଚିକ ଦଂଶନେ ଧକ ଧକ ବ୍ୟାପୁଥିଲା ଦୁଃଖ ଦାବାନଳ ସନ୍ଦେହ ଦୋଳାରେ ହେଉଥିଲି ଦୋଳାୟିତ ଶତ ଆଶଙ୍କା ଉପୁଜି ହେଉଥିଲା ଲୀନ
Loading comments…
Loading comments…