by ଦୀପଙ୍କର ଦାସ ✓ · 6 Nov 2021
ମୁଁ ଗାନ୍ଧୀଙ୍କ ଭଳି ଗାଇ ପାରୁନି ସର୍ଦ୍ଦାର ଭଳି ଲୟରେ ନାହିଁ ସୁଭାଷ ଭଳି ଫୁଙ୍କାର ନାହିଁ ମୋ ସ୍ୱର ଦବି ଦବି ଅଛି କିନ୍ତୁ ସତରେ ଚୁପ୍ ନାହିଁ
Loading comments…
Loading comments…