by Rabindra Kumar Behera ✓ · 10 May 2019
ସେଇ ସିଡ଼ି ନୁହେଁ କଉ ବସ୍ତୁରେ ଗଢ଼ା, ସିଏ ଗଢ଼ା ହୁଏ ନିଜ କର୍ମରେ | କେବେ ଚଢ଼ୁଥାଏ କେବେ ଖସୁଥାଏ, ନିଜ କର୍ମଫଳ ଅନୁସାରେ ||
Loading comments…
Comments
Loading comments…