by Trushna Das ✓ · 9 Aug 2020
ଏଠି ସବୁ ନାରୀମାନେ ପାଇ ନାହାନ୍ତି ସ୍ୱତନ୍ତ୍ର ନାରୀମାନେ ଏବେ ବି ହେଉଛନ୍ତି କୁତ୍ସିତ ଜାତିପ୍ରଥା ଓ ଜମିଦାର ପ୍ରଥା ଏବେ ବି ପ୍ରଚଳିତ କିଛି ଜାଗାରେ ବାଲ୍ୟ ପ୍ରଥା ଏବେ ବି ଅବସ୍ଥିତ ଏସବୁ କଣ ପରିଚୟ ସ୍ୱତନ୍ତ୍ର ଓ ଗଣତନ୍ତ୍ର ଭାରତମାତା
Loading comments…
Comments
Loading comments…