by Shashanka sekhar Ray ✓ · 12 Jun 2019
ଅଦରକାରୀ ରଦିଆ ରଫ୍ ଖାତା ଗୁଡିକୁ ସଫା କରିଦିଏ କବାଡିଆ ହାତେ ଟେକି ଆଲମାରୀର ଥାକ ସବୁ ହାଲୁକା ଲାଗେ ଆନନ୍ଦେ ଉଠେ ମୁଁ କୁରୁଳି ଅପେକ୍ଷା କରିଥାଏ ନୂଆ କାଗଜଦିସ୍ତାଟିଏ ଆସିବାଯାଏଁ ବଜାରରୁ ଚାତକ ଭଳି ଚାହିଁରହିଥାଏ ମୋ ଶ୍ୟାହି ଭର୍ତ୍ତି କଲମ ଜନ୍ମ ଜନ୍ମାନ୍ତର ଯାଏଁ ସେମିତି ।
Loading comments…
Comments
Loading comments…