by Prafulla Chandra Mishra ✓ · 23 Aug 2021
ନିନ୍ଦେ ଆଜି ମୁଁ ତୀକ୍ଷ୍ନ ସ୍ଵରରେ ଦଗାବାଜ୍ ବେଇମାନ ଦୁର୍ନୀତି,ମୁନାଫା ଖୋର୍ ଚୋର,ତସ୍କର,ଅପମିଶ୍ରଣ କାରି ନୀରିହ କ୍ରୋଧର ଅଗ୍ନି ରେ ଯାଉ ଜଳି ଧ୍ଵଂସ ହୋଇଯାଉ ସହସା ଜୁଲୁମବାଜି, ତଥା ତୋଷାମଦିପଣ ।।
Loading comments…
Loading comments…