by Kalandi pal ✓ · 30 May 2021
ଖଞ୍ଜି ପାଞ୍ଚ ମନ ହେ ଦିବ୍ୟ ଲୋଚନ ଖଞ୍ଜ ପଚିଶ ପକୃତି. ବଶିଭୂତ ହେଲେ ଏ ପକୃତି ଠାରେ କେବେ ନ ମିଳେ ମୁକତି. ଶ୍ରେଷ୍ଠ ତୁମ ନାମ ଶ୍ରେଷ୍ଠ ଦରଶନ ଜୀବନର ଶ୍ରେଷ୍ଠ ଗତି
Loading comments…
Loading comments…