by Reeta aparajeeta Mohanty ✓ · 7 Oct 2019
ତୁମେ ମୋ ସରମି ଲତା ତୁମକୁ ଦେଖିଲେ ସେଇ ପୁରୁଣା ଓଡ଼ିଆ ଗୀତରୁ ପଦେ ସାଗର କୂଳେ ଦିନେ ଦେଖିଲି ଝିଅ ଟିଏ ରୂପ ତା ମନଚୋରା ଚାହାଣୀ ମଧୁଝରା ଚାଲିରୁ ଝରୁଥିଲା କବିତା ।
Loading comments…
Loading comments…