by Prajna Paramita Mohanty ✓ · 23 Oct 2020
ସୁନେଲି ରେଣୁ-ପ୍ରାନ୍ତରେ ଯେଣୁ ଶଯ୍ୟା ବିସ୍ତାର- ପଥ ପ୍ରାନ୍ତର ଗୋଧୂଳି ଲଗ୍ନ- ଭାବରେ ମଗ୍ନ ସନ୍ଧ୍ୟା ସମୟ-ଚିତ୍ତ ବିସ୍ମୟ ଧୀର ଆଳାପ-ମଧୁ ଗଳପ
Loading comments…
Loading comments…