by Pranati Mahapatra ✓ · 21 Dec 2021
କେନ୍ଦ୍ରବିନ୍ଦୁ କରି ଧରେ ଯେ ଅନ୍ତରେ ଅନ୍ତର କଥା ବୁଝଇ ଦୁର୍ଯ୍ୟୋଧନ ଆଉ ଦ୍ଵିତୀକୃଷ୍ଣ ଗାଥା କାହାକୁ ଅଛପା ନାହିଁ କୃଷ୍ଣା ଯେ ପ୍ରମାଣ ଥାଇ ସତ୍ୟ ଧର୍ମ ନ୍ୟାୟେ କର୍ମ କରି ହରି ଶରଣେ ଯେ ଜନ ଥାଇ। ତା'କୁ ହରି ସହାୟ ହୁଅଇ ।
Loading comments…
Loading comments…