by Upendra prasad Mahala ✓ · 25 Jun 2021
ହେ ସଖୀ ସାହାଡା ସୁନ୍ଦରୀ !! ଅପୂର୍ବ ଲାସ୍ୟମୟୀ ତୁମେ କ୍ଷଣିକରେ ମନ ମୋହି ନିଅ। ଜାଣେନା ତୁମେ ସ୍ୱର୍ଗର ଅପସରୀ କି ମାନବୀ କି ନିୟତି ପ୍ରବାହରେ ଭାସି ଅ।ସିଥିବା ଶାଶ୍ୱତ ଚେତନାର ଫୁଲ ?
Loading comments…
Loading comments…