by Kalandi pal ✓ · 30 Jul 2021
ରାମ କୃଷ୍ଣ ଜନମିଲେ ଦେଖି ରାଜ କୁଳ ତୁମେ ପ୍ରଭୁ ଜନମିଲ ନାବିକର କୋଳ ଗ୍ରାମ ତୁମ ପୁତ୍ତପାର୍ଥୀ ସଚ୍ଚା ମୁସଲମାନ ଶିକ୍ଷା ଦେଲ ଜଗତରେ ତୁମେ ସର୍ବ ଧର୍ମ ତୁମ ପରଶରେ ରୋଗୀ ପାଏ ଉପଶମ ପ୍ରମାଦ ଗଣେ ସ୍ଵର୍ଗରେ ଥାଇ ପରା ଯମ.
Loading comments…
Comments
Loading comments…