Loading…
ଦେଖାଇବି ତୋତେ ଗରିବୀର ଚିତ୍ର କେତେ କେତେ ଶୁଷ୍କ କ୍ଷେତ କେମିତି ଏ ଦେଶେ ଚାଷି ର ଅବସ୍ଥା ମରେ ପୁଣି ପିଇ ବିଷ। ଦେଖାଇବି ତୋତେ ଓଢଣାର ତଳେ ନୂଆ ବୋହୂ ନୂଆ ବେଶ କେମିତି ମୋ ଦେଶେ ଅବଳା କନିଆଁ ସହେ ଅତ୍ୟାଚାର ରୋଷ। ଦେଖାଇବ ତୋତେ ସରକାରୀ ସେବା ଛଳନା ଲାଞ୍ଛନା ଯେତେ କେମିତି ଚାଲିଛି ଶାସନ ବ୍ୟବସ୍ତା ଲୁଟେ କିଏ କେଉଁ ମତେ। ଦେଶେଷୁ ଭାରତ ଶ୍ରେଷ୍ଠ ଅଟେ ବୋଲି ଶୁଭୁଛି ଡିଡିମ୍ବ ଏଠି ବିଦେଶିନୀ ତୋର କ୍ୟାମେରା ମୁନରେ ସାଇତି ଦେ ସତ ଛବି।
Comments
Loading comments…