by DrMousumi Parida ✓ · 28 May 2019
ଖୁସି କିଣିହୁଏନି ପ୍ରାଚୁର୍ଯ୍ୟ କିମ୍ବା ପ୍ରତିପତ୍ତି ବିନିମୟରେ, ତୁ ଶିଖେଇଛୁ ଅନ୍ଧକାର ବିନିମୟରେ ଚିରୁଡାଏ ଆଲୁଅରେ କେମିତି ଦିନ ହୁଏ ରାତି ଆସେ ଶାଙ୍କୁଡି ଯାଏ ସୁଖ, ତୁ ଚେତେଇଛୁ !!
Loading comments…
Loading comments…