by DrMousumi Parida ✓ · 27 May 2019
ତୋ' ସମର୍ପଣ ଦିଶେନି ଆଖିରେ ତୋ'ର ଧୈର୍ଯ୍ୟ ମନକୁ ମାଲୁମ୍ ପଡେନି.. ବିପରୀତ ସ୍ଥିତିରେ ତୁ କଅଁଳିପାରୁ ସବୁ ବିପତ୍ତି 'ଫୁ' କରି ଉଡାଇ ଆଶ୍ୱାସନା ଦେଇପାରୁ - "ସବୁ ଠିକ୍ ହୋଇଯିବ" ।
Loading comments…
Loading comments…