by Shubhra Suchitra Mahanta ✓ · 18 Nov 2020
ଘର ପରିବାରେ ନାହିଁ ସେନେହ, ବ୍ୟସ୍ତ ସବୁ କରିବାରେ କଳହ ॥ ଭରଷା ବିଶ୍ବାସ ଉଠି ଗଲାଣି, ମାନବିକତା କୁ ଭୁଲି ଗଲେଣି ॥ ଧନ ସମ୍ପତ୍ତି ପଛରେ ଗୋଡ଼ାନ୍ତି, ଲୋଭରେ ନିଜ ଲୋକଙ୍କୁ ମାରନ୍ତି ॥
Loading comments…
Comments
Loading comments…