by Sudhashree Bhattamisra ✓ · 3 Jul 2022
ସତରେ ଦୁର୍ଲଭ ଜୀବନଟା ଖୋଜେ ଖାଲି ଶାନ୍ତି, ତୃପ୍ତି, ଆନନ୍ଦ କିନ୍ତୁ କଣ ମିଳେ, ମିଳେନି କେଉଁଠି ସଞ୍ଜ ହେଲେ ସିନା ସୂର୍ଯ୍ୟ ଦୁଵିଯାଏ ହେଲେ ମୋ ଭାବନାର ସୁରୁଜଟା ଚେତନାରେ ସଞ୍ଜ ହେଲେ ନିତି ଉଏଁ ଏଠି ନିତି ସିନା ସୁରୁଜ ଉଏଁ ହେଲେ ସଞ
Loading comments…
Loading comments…