by Sibani Parida ✓ · 15 Oct 2019
ପ୍ରେମର ସଂପର୍କ ହୃଦୟରେ ଗଢ଼ା କହି ଲେଖି ଦେଲେ ଯାଏନା ଛିଡ଼ି ତଥାପି ଚାହୁଁଛି ତୁମ ଖୁସି ଲାଗି ପ୍ରାଣବାୟୁ ମୋର ଯାଆରେ ଉଡ଼ି
Loading comments…
Loading comments…