by ଦୀପଙ୍କର ଦାସ ✓ · 30 Sept 2021
ମୁଁ ଆଜି ସକାଳୁ ଉଠି ଦେଖେ ମୋ ଶୋଇବା ଘରେ ତମ ପରଫ୍ୟୁମର ବାସ ହଁ ଜାଣେ ଆସିନଥିଲ ତମେ କିନ୍ତୁ ସ୍ୱପ୍ନରେ ଯେ ଆସ।
Loading comments…
Loading comments…