by Debabrata Mishra ✓ · 2 Jun 2021
ସୈନିକ କହେ ଏହା ମୋର କର୍ତ୍ତବ୍ଯ ଯିଏ ଯେତେ ଅପରାଧ କରୁ ଧର୍ତ୍ତବ୍ୟ ଖାଇବାକୁ ଦିଅ ମୋତେ ଗୁଳି ବାରୁଦ ମୋ' କ୍ଷତବିକ୍ଷତ ଶରୀର ତ ମାଟିପାଇଁ ବୀର ଦର୍ପେ ମୁଁ ଲଢିବି ଦୀପପରି ଜଳି ଏ ଦେଶର ଆଲୋକ-ଉତ୍କର୍ଷ ପାଇଁ,
Loading comments…
Loading comments…