by Sumitra Nayak ✓ · 26 Oct 2021
ତୋପ ପରମାଣୁ କୁ ନାହିଁ ତା ଡର, ଶପଥେ ବନ୍ଧା ସେ ପୁତ୍ର ଭାରତର। ଜାତୀୟ ଧ୍ଵଜ ର ସମ୍ମାନ ପାଇଁ, ଯେତେ ପ୍ରାଣ ଉତ୍ସର୍ଗ ହେଉ ନା କାହିଁ..?? ଦେବେ ଶହ ଶହ ଜୀବନ ତ୍ୟାଗୀ, ଭାରତ ଭୂମି ର ସ୍ଵାଧୀନ ଲାଗି। ଯୁଗେ ଅମର ସେ ବୀର
Loading comments…
Loading comments…