by Abhisek Das ✓ · 16 Aug 2018
ମୋର ପ୍ରତି ଶିରା ପ୍ରଶିରାରେ, ଲେଲିହିନ ବହ୍ନି , ଦୀପ୍ତ ହୋଇ ଜଳେ। କେତେବେଳେ ଉଡେ଼ ଆକାଶ ବକ୍ଷରେ, କେତେବେଳେ ବୁଡେ଼ ଅତଳ ସାଗରେ।
Loading comments…
Loading comments…