by ✍️Sanjay Kumar ✓ · 27 Aug 2021
ମୁଁ ଏକ କୁକୁର ମାଲିକ ବାନ୍ଧିଦିଏ ମୋ ବେକରେ ଏକ ଚେଏନ । ମୁଁ କେତେ ସ୍ବାଧୀନ ? ମୁଁ ପକ୍ଷୀଟିଏ ଲୁହା ପଞ୍ଜୁରୀ ମୋର ଘର ସମାନ । ମୁଁ କେତେ ସ୍ବାଧୀନ ?
Loading comments…
Comments
Loading comments…