by Sambit Srikumar ✓ · 9 Aug 2021
କଡି - ବେଡି କି ଶିକୁଳିରେ ବନ୍ଧାପଡ଼ିନି ମୋ ହାତ ପାଦ ନୁହେଁ ବି ମୁଁ କାରାବଦ୍ଧ ମୁକ୍ତ ପକ୍ଷୀଟିଏ ସମ ଉଡୁଅଛି ସାରା ଜଗତ। ତଥାପି କେଜାଣି କାହିଁକି ମୋତେ ଲାଗୁଛି ଯେମିତି ଆଜିକାଲି କାହାରି ଅଦୃଶ୍ଯ ଅଥଚ ତୀକ୍ଷ୍ଣ ଦୃଷ୍ଟି
Loading comments…
Comments
Loading comments…