by ନାୟକ ଅକ୍ଷୟ ରାଜହସ୍ତୀ ✓ · 9 Aug 2021
ଦୁହିଁଙ୍କ ସପନ ସତ ହେଲା ସିନା ବାକି ଅଛି କିଛି ଆଉ l ରାତି କଥା ଛାଡ଼ ଦିନ ଦ୍ବିପହରେ ଅସୁରକ୍ଷିତ ଆମ ଘର ଝିଅ ବୋହୂ ଆଖିରୁ ଝରାନ୍ତି ଲହୁ ll ଛଳ ପ୍ରତାରଣା ସ୍ୱାର୍ଥ ଜଡିତ ଆଜିର ରାଜନୀତି l ରକ୍ଷକ ହୋଇ ଭକ୍ଷକ ସାଜିଲେ ହେବ କି ଜାତି
Loading comments…
Comments
Loading comments…