by arun sahoo ✓ · 17 Dec 2021
ଆପଣାର ବୋହୂକୁ ଅତି ପ୍ରିୟରେ ସଜାଏ ସବାରିରେ ନବବଧୂ ଦିଶେ ଅତି ସୁନ୍ଦର ଅତି ମନୋଲୋଭା ଦିଶେ ବଧୂ ମୁଖମଣ୍ତଳ ନବବଧୁ ଦେଖି ଗାଆଁ ଦାଣ୍ଡେ ହୁଳହୁଳି ଶାଶୁ କୁହେ ମୋ ବୋହୁ ଆସେ ସବାରିରେ ଥିରିଥିରି
Loading comments…
Loading comments…