by SUSHREE SANGITA ✓ · 30 Jun 2020
ଦୀପ ସମ ଜଳି ତୁମେ ଗ୍ରାସ କର ଅନ୍ଧକାର ଶିକ୍ଷାର ମହତ୍ତ୍ଵ ବୁଝାଇ ସଭିଙ୍କୁ ପ୍ରସାର କର ଜ୍ଞାନର। ଦେବାରେ ଯେଉଁ ଆନନ୍ଦ ଥାଏ ନେବାରେ ସେ ଖୁସି କାଇଁ ଡରର ବିନାଶ କରିବା ଶିଖାଅ ସତ୍ୟ,ଧର୍ମ ପଥରେ ଯାଇ।
Loading comments…
Loading comments…