by rasmi maye pati ✓ · 15 Aug 2020
ମୁଠା ମୁଠା ମାଟି ଖସେ ପାହାଡ଼ରୁ ସ୍ୱପ୍ନ ସବୁ ଯାଏ ଧୋଇ, ଜୀବନ ଯାତ୍ରାର ମଝି ସଡ଼କରେ ରାତି ସବୁ ଯାଏ ପାହି ।
Loading comments…
Comments
Loading comments…