by Rajesh Kumar Jain ✓ · 22 Jul 2017
ଆଜି କାହିଁ ସବୁ ନାଲି ନାଲି ଲାଗୁଛି ସକାଳର ସୂରୁଯ ନାଲି, ଚଉରାର ମୁରୁଜ ନାଲି ଫୁଲର ପାଖୁଡ଼ା ନାଲି ନାଲି ପାଲଟିଛି ସାରା ପୃଥିବୀଟା ନାଲି ନାଲି ସବୁକିଛି ନାଲି ଦିଶୁଛି କ’ଣ ମୋତେ ପ୍ରେମ ଘାରିଛି ?
Loading comments…
Loading comments…