by BISWESWAR MAJHI ✓ · 6 Jun 2019
ଧର୍ମ ବିଶ୍ୱାସର ପନ୍ଥା ଭିନ୍ନ ଭିନ୍ନ ଲକ୍ଷ୍ୟତ ଗୋଟିଏ ଈଶ୍ବର ପ୍ରାପତି ଶିକ୍ଷା ପ୍ରାପ୍ତିକରି ସବୁ ଜାଣିସାରି କାହିଁ ଏତେ ଦ୍ୱେଷ ଆନ ଧର୍ମ ପ୍ରତି ! ଧର୍ମ ଧ୍ୱଜାଧାରୀ ଜାଣିବି ଅଜଣା ଦ୍ୱେଷ ସୃଷ୍ଟି କରି କରନ୍ତି ବିଷମ ସବୁ ଧର୍ମ ଗୋଷ୍ଠୀ ଯୋଡି ହେବେ ଯଦି ଗୋଟିଏ ସୂତ୍ରରେ ମାଳା ଅନୁପମ।
Loading comments…
Loading comments…