by Kalandi pal ✓ · 15 Apr 2021
ହୃଦୟରେ ଦୟା ମନରେ ତୁ ଶାନ୍ତି ଜୀବନେ ବିବେକ ତୁହି. ବେଦ ବେଦାନ୍ତରେ ତୋ ଗୁଣ ବିହିତ ପଥ ପ୍ରଦର୍ଶକ ହୋଇ. ରାଜସ, ତାମସ, ସାତ୍ତ୍ୱିକ ଗୁଣରେ ତୁହି ସାତ୍ତ୍ୱିକର ପଥ.
Loading comments…
Loading comments…