by ସୌମ୍ଯ ରଞ୍ଜନ ମହାପାତ୍ର ✓ · 21 May 2019
ପାଦପ ଦିଅଇ ଛାଇ ଦେଇଥାଏ ପୁଣି ଜଳ, ତରୁଠୁ ମିଳେ କାଷ୍ଠ ପ୍ରାପତ ହୁଏ ଫୁଲ ଫଳ ।। ନିତି ପିଉଥାଏ ସିନା ସେ ଦୁନିଆର ଜହର, ତା'ରି ଲାଗି ଜଗତ ଦିଶଇ ସବୁଜ ସୁନ୍ଦର । ଶ୍ଯାମଳ ସବୁଜିମା ଭରା ଦିଶୁଥାଏ ଧରଣୀ,
Loading comments…
Loading comments…