by Shiba Charan Mahapatra ✓ · 31 Jul 2019
ହସ କାନ୍ଦ ଲହୁ ଲୁହ ଛାତି ତଳ ମୁକ କୋହ ଶୁଣିଛି ମୁଁ ସବୁକିଛି ତୁମରି ଦାନ କାମନା ବାସନା ରଙ୍ଗେ କାମିନୀ ଯାମିନୀ ସଙ୍ଗେ ଆନମନା ହୁଏ କାଇଁ ଅବୁଝା ମନ ।
Loading comments…
Comments
Loading comments…