by Rakesh Sahoo ✓ · 12 Apr 2021
ମାନ ସମ୍ମାନ ମିଳେ କେବଳ ଧନ ସମ୍ପତ୍ତି ପାଇଁ ନଚେତ୍ ଗୋଡ଼ରେ ଆଡ଼େଇବାକୁ କେତେ ସମୟ ଭାଇ ସବୁ ଏଠି ବିକ୍ରି ହେଉଥାଏ ସମୟ ସୁଅରେ ଭାସି କିଣିବାକୁ ପ୍ରସ୍ତୁତ ଥାଅ ହାତରେ ଧରି ସଠିକ୍ ରାଶି
Loading comments…
Loading comments…