by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 24 Jul 2021
ଚାଲିବାକୁ ହୁଏ ସାଧନାର ପଥେ କଷ୍ଟ ସହି କେତେ କେତେ, ଉତ୍ସାହ ଉଦ୍ୟମ ରଖି ନିଜ ପାଶେ ସହିବାକୁ ହୁଏ ସେତେ। ସଦା ସଚେତନ ରହି ପାରେ ଯିଏ ନିଜ ଭବିଷ୍ୟତ ପାଇଁ, ବାଧା କି ବନ୍ଧନ ଏଡି ପାରେ ସବୁ ଦୁଃଖ ଆସି ପ
Loading comments…
Loading comments…