by Raj Majhi ✓ · 7 Jul 2019
ବିଳାସ ଐଶ୍ୱର୍ଯ୍ୟର ଉର୍ଦ୍ଧରେ ପ୍ରତିଷ୍ଠା ଖ୍ୟାତିର ପରପାରେ , ନିଜକୁ ସେ ପାଏ । ନା ମାୟା ନା କାୟା ତାକୁ ବାନ୍ଧି ପାରେ, ସେ ଯେ ଶୂନ୍ୟତାରେ ଅବସ୍ଥାନ କରେ ।
Loading comments…
Loading comments…