by Niranjan Sahu ✓ · 1 Sept 2020
ମାନବ ସେବା ହିଁ ମାଧବ ସେବା ନିଜେ ଭଗବାନ କୁହନ୍ତି ଭଗବାନ ବାଣୀ ଯିଏ ବୁଝିଥାଏ ସେବା କରି ଧନ୍ୟ ହୁଅନ୍ତି ମାନବ ସେବା ହିଁ ମାଧବ ସେବା ସମସ୍ତେ କି ଏହା ବୁଝନ୍ତି ଯିଏ ବୁଝିଥାନ୍ତି ସେବା କରିଥାନ୍ତି ସଭିଙ୍କର ପ୍ରିୟ ହୁଅନ୍ତି
Loading comments…
Loading comments…