by Rajabala Tripathy ✓ · 20 Aug 2019
ସମୟର ସ୍ରୋତ କେବେ ଥମିଯାଏ ପୁଣି କେବେ ଖର ହୁଏ ବ୍ୟବସ୍ଥା ପାଲଟାଏ ତାର କାୟା ପରମ୍ପରା ଧୁଳିସାତ ହୁଏ ହୁଗୁଳି ଯାଏ ସଂସ୍କୃତିର ଜଞ୍ଜିର ।।
Loading comments…
Comments
Loading comments…