by Chinmaya Kumar Nayak ✓ · 4 Jul 2022
ସେମାନଙ୍କ ସ୍ୱଚ୍ଛ କବିତାର ସ୍ୱାକ୍ଷର ପାଇଁ ମୁଁ ବୋଧେ ସାଜିଲି ବାଧକ ଜୀବନ ମୋ ପାଇଁ କାଲି ବି ସବୁଜ ଥିଲା ଆଜି ବି ସବୁଜ ସେମାନଙ୍କ ପରି ମୁଁ କିନ୍ତୁ କେବେ ବଦଳାଇ ନାହିଁ ରଙ୍ଗ।
Loading comments…
Loading comments…