by Parbati Pradhan ✓ · 21 Aug 2021
ଯେ ଦେଶେ କୃଷକ କର୍ଷଣ କରେ ସବୁଜ କ୍ଷେତରେ ମା'କୁ ଭରେ ଯେ ଦେଶେ ସୈନିକ ରକ୍ଷକ ସାଜେ ନିଜ ଜୀବନକୁ ବଳିଦାନ ଦେଇ ସୀମା ରାଇଜରେ ପ୍ରହରା ଦିଏ ସେଇ ପରା ମୋ ଭାରତ ଭୂଇଁ ll
Loading comments…
Comments
Loading comments…