by Mr.GAGAN BIHARI NAYAK ✓ · 20 Feb 2021
ଚହଟା କୁରେଇ ଫୁଲ ହସି ହସି ଖେଳଇ । ନହକା ବାଉଁଶ ବଣ କଟମଟ ଡାକଇ । ଶୀତ ଜୁଡୁବୁଡୁ ରାତି ପଡେ ଯେବେ ଘୁମେଇଁ ଡୁମୁରି ଜଙ୍ଗଲ ତଳେ କିଏ ଜଣେ ଡାକଇ ।।
Loading comments…
Comments
Loading comments…