by Kalandi pal ✓ · 3 Dec 2021
ଚକ୍ଷୁ ମୁଦି ଦେଲେ ଘୋର ଅନ୍ଧକାରେ କାଳ ରୂପେ ଦିଶେ କଳା ସେ କାଳପୁରୁଷ କେ ନୁହେଁ ଦେବେଶ ତୁମେ ପ୍ରଭୁ ଚକାଡୋଳା ସେଥିପାଇଁ ତୁମେ ରତନ ବେଦିରେ କଳା ରଙ୍ଗେ ଚଉବାହା
Loading comments…
Loading comments…