by Ch Loknath Reddy ✓ · 4 Mar 2021
ଶ୍ୱଶୁର କହନ୍ତି ଖିଲି ଖିଲି ହସି ଶୁଣ ଜୁଇଁ ପୁଅ ମୋର ଆଜି ପରା ମୋର ବିବାହ ଦିନଟି ମନେପଡେ ନାହିଁ ତୋ'ର | ଆଜି ହେବେ ବର ଶ୍ୱଶୁର ମୋଅର ଆଜି ସେ କଟକ ରାଜା ଜାଣିବ ଜଗତ ଆଜି ବିଭା ଦିନ ବାଜିବ ଡିଜେରେ ବାଜା |
Loading comments…
Loading comments…