by Trupti Sahu ✓ · 16 Jul 2020
ଚୁମି ଚୁମି ମୌସୁମୀ ର ବତାସି ପବନ ଆନମନା ହୁଏ ପୁଣି କେଉଁ ଅଜଣା ସ୍ୱପ୍ନରେ. କିଯେ ଏହି ଉଦ୍ବେଳନ, ଏ ଶିହରଣ, କାହାର ଏ ସ୍ପର୍ଶ? ସୀମିତ ଏ ଖୋଳପା ଭିତରେ ବିଞ୍ଚି ଦିଏ କିଏ ଏତେ ମଧୁରତା, ଦରଦ ଛୁଇଁ ଯାଏ ହୃଦୟ. ଦେହର କୋଣ ଅନୁକୋଣ.
Loading comments…
Loading comments…