by Sabita Nayak ✓ · 23 May 2021
ଏବେ ଦେଖିଲି ନିଜକୁ ତୁମର ସୃଷ୍ଟି, ଝରଣା, ପାହାଡ, ଆକାଶ ବିମୋହିତ ମୁଁ ସ୍ୱାଗତ ଜଣାଉଥିଲେ ମୋତେ ଆକାଶର ସୂର୍ଯ୍ୟ, ଚନ୍ଦ୍ର, ଅଗଣିତ ତାରା ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ଓଃ!ଚମତ୍କାର!
Loading comments…
Loading comments…