by Abhisek Mohapatra ✓ · 10 Jul 2019
ସମସ୍ତେ ନିଜ ନିଜ କାର୍ଯ୍ୟରେ ବୋଧେ ବ୍ୟସ୍ତ ଥିଲେ ! ମୋ ଅସହାୟ ବୋଧରେ କେହି ତରଳି ନଗଲେ , ମୋ ଦୁର୍ବଳତାକୁ ଚିହ୍ନି ନପାରିଲେ , କିଏ କେଉଁ ଉପମାରେ ମୋତେ ବିଭୂଷିତ କଲେ !
Loading comments…
Loading comments…