by Sambit Srikumar ✓ · 8 Aug 2020
ମଧୁର ମିଛ କଥା କୁହା ସ୍ୱାର୍ଥପର ମଣିଷଙ୍କ ହାତରେ ଥରେ ଧରା ଦେଲା ପରେ ଆଉ କି ପାରିବୁ ତୁ ଉଡି ଆପଣାର ଡେଣା ମେଲି ନୀଳ ଆକାଶରେ ସ୍ୱେଚ୍ଛାରେ??
Loading comments…
Comments
Loading comments…