by Amulya Kumar Nayak ✓ · 8 Jul 2021
ଦେହ ଢଳ ଢଳ ତୁହି ଲୋ ଉତ୍ପଳ ସୁନୀଳ ସରସୀ ଜଳ, ତୋ ଦେହରେ ଜଳି ଯାଏ ମୁଁ ଉଛୁଳି ଜଳନ୍ତି ମଧୁପ ଦଳ ।। ପଙ୍କିଳ ପଙ୍କଜ ତୋ ତନୁ ଶୁଭ୍ରଜ ଶୋଭାର ଉପମା ସ୍ଥଳ, ତୋ ଲୋହିତ ରଂଗ ତନୁ ମନ ସଂଗ ତୁହି ମୋ ଏକା ସମ୍ବଳ ।।
Loading comments…
Loading comments…