by Gangotri Priyadarshini ✓ · 12 Aug 2021
ଶବ୍ଦ ସଙ୍ଗେ ଶେଷ ଥର ପାଇଁ ଏଇ କିଛି ଦିନ ତଳେ ପ୍ରାଣ ଭରି ବଞ୍ଚିଥିଲି ହଜି ଯାଇଥିଲି ଅତି ସହଜରେ ଭୁଲି ଯାଇଥିଲି ମୋ ଦୁନିଆରେ ଆଉ କେହି ଅଛି ବୋଲି
Loading comments…
Loading comments…